ସାକିବ୍‌ ପୁଣି ବାଂଲାଦେଶ ଟେଷ୍ଟ ଅଧିନାୟକ

Advertisment
ସାକିବ୍‌ ପୁଣି ବାଂଲାଦେଶ ଟେଷ୍ଟ ଅଧିନାୟକ

supersport.com

ଢାକା : ଅଲ୍‌ରାଉଣ୍ଡର ସାକିବ ଉଲ୍‌ ହାସନ ବାଂଲାଦେଶ ଟେଷ୍ଟ୍‌ ଅଧିନାୟକ ପଦକ ଫେରିଛନ୍ତି। ମଙ୍ଗଳବାର ମୋମିନୁଲ ହକ୍ ପଦତ୍ୟାଗ କରିବା ପରେ ବୁଧବାର ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସଭାପତି ନାଜମୁଲ ହାସନ ପୁନର୍ବାର ସାକିବ୍‌ଙ୍କୁ ଏହି ପଦରେ ନିଯୁକ୍ତ କରିଛି। ଆସନ୍ତା ୨ ତାରିଖ ବୋର୍ଡ ବୈଠକରେ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଥିଲା ବେଳେ ନାଜମୁଲ ଏହାର ଦିନକ ପୂର୍ବରୁ ସାକିବ୍‌ଙ୍କୁ ପୁନଃନିଯୁକ୍ତି ଦେଇଛନ୍ତି। ଫଳରେ ସାକିବ୍‌ ବାଂଲାଦେଶ ପାଇଁ ଆଗକୁ ନିୟମିତ ଟେ‌ଷ୍ଟ୍‌ ଖେଳିବା ନିଶ୍ଚିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe