ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ସେହବାଗ୍ଙ୍କ ନାମରେ ଅତୁଟ ରହିଛି। ଚେନ୍ନାଇରେ ସେ ୩୧୯ ରନ୍ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତୀୟ ଭାବେ ସଚିନ୍ ତେନ୍ଦୁଲକରଙ୍କ ୧୬୯ (କେପ୍ଟାଉନ୍) ସର୍ବାଧିକ। ସେହିପରି ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ହାସିମ୍ ଆମ୍ଲା (୨୫୩*, ନାଗପୁର) ଏବଂ ଜାକ୍ସ କାଲିସ୍ (୨୦୧*, ସେଞ୍ଚୁରିଅନ୍) ଯଥାକ୍ରମେ ଭାରତ ଓ ଘରୋଇ ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ କୀର୍ତିମାନ ରଖିଛନ୍ତି।
ସେହବାଗ୍ଙ୍କ ୩୧୯ ସର୍ବୋଚ୍ଚ ବ୍ୟକ୍ତିଗତ
Advertisment
Follow Us