ନୂଆଦିଲ୍ଲୀ: କ୍ରିକେଟର ଶିଖର ଧାୱନ ସୋସିଆଲ ମିଡିଆରେ ଅନେକ ମଜାଳିଆ ରିଲସ ପୋଷ୍ଟ କରିଥାଆନ୍ତି। ଏହି ରିଲକ୍ସଗୁଡ଼ିକରେ ତାଙ୍କ ବାପାମାଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ନିକଟରେ ଶିଖର ଧାୱନ ଏକ ନୂତନ ରିଲ୍ ଭିଡିଓ ସେୟାର କରିଛନ୍ତି ।ଏହି ରିଲ୍ସରେ ସେ ତାଙ୍କ ବାପାଙ୍କୁ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଦେଉଥିବା ଶୁଣିବାକୁ ମିଳୁଛି।
ଅଧିକପଢ଼ନ୍ତୁବୟସ ଆଉ କିଛି ବର୍ଷ କମ ଥିଲେ ମୁଁ ଦୀପିକାଙ୍କୁ ଚତୁର୍ଥ ସ୍ତ୍ରୀ କରିଥାଆନ୍ତି
ଶିଖର ଧାୱନ ୨୦୨୪ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାପରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ବିଭିନ୍ନ ଲିଗରେ ଖେଳିବା ଉପରେ ରହିଛି। ଅବସର ନେବା ପରେ ଧାୱନ ଏଲଏଲସିରେ ନିଜର ପ୍ରତିଭା ଦେଖାଇଥିଲେ। ତା’ପରେ ସେ ନେପାଳ ଲିଗରେ ଖେଳିବାକୁ ଯାଇଥିଲେ। ସମ୍ପ୍ରତି ଖବର ଆସିଛି ଖୁବ୍ ଶୀଘ୍ର ରାଇନା ଏବଂ ହରଭଜନ ସିଂହଙ୍କ ସହ ଏକ ବଡ଼ ଲିଗରେ ଖେଳିବାର ଧାୱନଙ୍କୁ ଦେଖିବାକୁ ମିଳିବ।
ନିକଟରେ ଧାୱନ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ଓ ଶୁଣିବାକୁ ମିଳୁଛି, ‘ବାପା ମୁଁ ଦ୍ବିତୀୟ ବିବାହ କରିବାକୁ ଚାହୁଁଛି।’
ଅଧିକପଢ଼ନ୍ତୁଓଡ଼ିଶାର ଦାର୍ଜିଲିଂରେ ଶୀତର ପ୍ରକୋପ: ତାପମାତ୍ରା ୫.୨ଡିଗ୍ରି, ଥରୁଛନ୍ତି ଲୋକେ