ଗିଲଙ୍କ କାନ୍ଧରେ ଗୁରୁଦାୟିତ୍ବ: ଇଂଲଣ୍ଡ ଗସ୍ତ ପାଇଁ ଟେଷ୍ଟ ଟିମ୍ ଘୋଷଣା, ଶୁବମନ ଗିଲ ନୂଆ ଅଧିନାୟକ... ଜାଣନ୍ତୁ ୧୮ ଜଣିଆ ଟିମରେ ଅଛନ୍ତି କିଏ କିଏ ?

gill c

Photograph: (Sambad.in)

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍ । ୧୮ ଜଣିଆ ଭାରତୀୟ ଦଳ ଘୋଷିତ । ଶୁବମନ ଗିଲ ଭାରତୀୟ ଦଳର ନୂଆ ଅଧିନାୟକ । ଟେଷ୍ଟ ଟିମର ୩୭ ତମ କ୍ୟାପଟେନ୍ ହେଲେ ଶୁବମନ ଗିଲ । ଋଷଭ ପନ୍ତଙ୍କ କାନ୍ଧରେ ବି ଗୁରୁ ଦାୟିତ୍ବ । ଋଷଭ ପନ୍ତ ଭାରତୀୟ ଦଳର ଉପ ଅଧିନାୟକ ।

ଦଳରେ ଯଶସ୍ବୀ ଜୟସ୍ବାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରାବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ୍, ୱାସିଂଙ୍ଗଟନ୍ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଆଦି ସାମିଲ ।

fggf

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe