ଶିବ ଜିତିଲେ ତୃତୀୟ ଏସୀୟ ଟୁର୍‌ ଟଫି

Advertisment
ଶିବ ଜିତିଲେ ତୃତୀୟ ଏସୀୟ ଟୁର୍‌ ଟଫି

ନୂଆଦିଲ୍ଲୀ: ଭାରତୀୟ ଗଲ୍‌ଫର ଶିବ କାପୁର ଏଠାରେ ଚାଲିଥିବା ପାନାସୋନିକ୍‌ ଓପନ୍‌ ଜିତି ନେଇଛନ୍ତି। ରବିବାର ଫାଇନାଲ୍‌ରେ ୩ ଷ୍ଟ୍ରୋକ୍‌ ବ୍ୟବଧାନରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲେ। ଏଥି ସହିତ ଶିବ ଘରୋଇ ପରିବେଶରେ ନିଜର ପ୍ରଥମ ତଥା ମୋଟ ତୃତୀୟ ଏସୀୟ ଟୁର୍‌ ଟ୍ରଫି ହାତେଇଛନ୍ତି। ଏହା ପୂର୍ବରୁ ସେ ଦୁଇଟି ଏସୀୟ ଟ୍ରଫି ୨୦୦୫ରେ ଥାଇଲାଣ୍ଡ୍‌ରେ ଭଲ୍‌ଭୋ ମାଷ୍ଟର୍ସରେ ହିଁ କରାୟତ କରିଥିଲେ। ରବିବାର ଟ୍ରଫି ଶିବଙ୍କ ପାଇଁ ଚଳିତ ବର୍ଷ ଦ୍ୱିତୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe