ଓଡ଼ିଶା ଓପନ୍‌ ସ୍ନକର:ଶିବାଶିଷଙ୍କ ଚମକ

Advertisment
ଓଡ଼ିଶା ଓପନ୍‌ ସ୍ନକର:ଶିବାଶିଷଙ୍କ ଚମକ

ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ବିହାରସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ଠାରେ ଚାଲିଥିବା ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତାର ଦ୍ୱିତୀୟ ଦିନ ଶିବାଶିଷ ବିଶ୍ୱାଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ବିଜୟୀ ହୋଇଛନ୍ତି। ସେ ସମୀର ଅଲ୍ଲୀଙ୍କୁ ୨-୧ ଫ୍ରେମ୍‌ରେ ହରାଇଥିଲେ। ସୋମବାର ଅନୁଷ୍ଠିତ ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଶୁଭ୍ରଜିତ ପଟ୍ଟନାୟକ, ଆୟୁଷ କୁମାର ପାଲ, ଯଜାତି ପଣ୍ଡା, ସୌରଭ ଝାନଓ୍ଵାର, ଉସ୍‌ମାନ ଖାନ୍‌, ସତ୍ୟବ୍ରତ ସ୍ୱାଇଁ, ରୋହିତ ଶର୍ମା, ଗୌତମ ଦାଶ, ଚନ୍ଦ୍ରା ମହାନ୍ତି, ରାହୁଲ ନାୟକ, ମୟଙ୍କ ମାଢ଼ୀ, ସତ୍ୟଜ୍ୟୋତି ମହାନ୍ତି, ରାକେଶ ବାରିକ, ଗୋବିନ୍ଦ ଶର୍ମା, ଅର୍ପିତ ମହାନ୍ତି, ହର୍ଷ ଲାମ୍ବା ଏବଂ ବିରାଜ ଦାଶ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe