ଇଣ୍ଡିଆନ୍ ଗ୍ରାଁ ପ୍ରି-୨: ଅମିୟଙ୍କୁ ରୌପ୍ୟ

Advertisment
ଇଣ୍ଡିଆନ୍ ଗ୍ରାଁ ପ୍ରି-୨: ଅମିୟଙ୍କୁ ରୌପ୍ୟ

ଭୁବନେଶ୍ବର : କେରଳରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୨ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବକ ଅମୀୟ ମଲ୍ଲିକ ମାତ୍ର ୦.୦୧ ସକେଣ୍ଡ ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ୧୦୦ ମିଟର ଦୌଡ଼ରେ ଅମୀୟ ୧୦.୬୬ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଥିଲେ। ଏହି ଇଭେଣ୍ଟରେ ହରିଆଣାର ସଂଜୀତ ୧୦.୬୫ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ମାଳଦ୍ବୀପର ହାସନ ସଇଦ୍‌ ୧୦.୭୬ ସେକେଣ୍ଡରେ କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe