ଜନସନଙ୍କ ହୋଟେଲ୍‌ ରୁମ୍‌ରେ ସାପ

Advertisment
ଜନସନଙ୍କ ହୋଟେଲ୍‌ ରୁମ୍‌ରେ ସାପ

Rediffmail

ଲକ୍ଷ୍ନୌ: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ଖେଳିବା ଲାଗି ଭାରତରେ ଥିବା ଅଷ୍ଟ୍ରେଲିଆର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ମିଚେଲ ଜନସନ ସୋମବାର ନିଜ ହୋଟେଲ ରୁମ୍ କବାଟରେ ସାପଟିଏ ଝୁଲୁଥିବାର ଦେଖି ପୂରା ଛାନିଆ ହୋଇଯାଇଥିଲେ। ତୁରନ୍ତ ଏହି ବିଷୟ ହୋଟେଲ କର୍ତ୍ତୁପକ୍ଷଙ୍କୁ ଜଣାଇବା ସହ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ସେ। ତେବେ ଏହା ପୂର୍ବରୁ ସାପଟିର ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିବାକୁ ଭୁଲି ନଥିଲେ। ସାପଟିର ଫଟୋ ପକାଇ ଏହା କେଉଁ ପ୍ରଜାତିର ସାପ ବୋଲି ପ୍ରଶଂସକଙ୍କୁ ପଚାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe