ମୌରି‌େନ‌ାଙ୍କ ସ୍ଥାନରେ ସୋଲସ୍କଜାଇର ନିଯୁକ୍ତ

Advertisment
ମୌରି‌େନ‌ାଙ୍କ ସ୍ଥାନରେ ସୋଲସ୍କଜାଇର ନିଯୁକ୍ତ

ମାଞ୍ଚେଷ୍ଟର: ପୂର୍ବତନ ଷ୍ଟ୍ରାଇକର ଓଲେ ଗୁନାର ସୋଲ୍‌ସ୍କଜାଇରଙ୍କୁ ମାଞ୍ଚେଷ୍ଟର ୟୁନାଇଟେଡ୍‌ ନୂଆ ପ୍ରବନ୍ଧକ ଭାବେ ବୁଧବାର ନିଯୁକ୍ତି ଦେଇଛି। ସେ ବହିଷ୍କୃତ ପ୍ରବନ୍ଧକ ଜୋସ୍‌ ମୌରିନୋଙ୍କ ସ୍ଥାନ ନେବେ। ଚଳିତ ଋତୁ ଶେଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ସୋଲ୍‌ସ୍କଜାଇର ରହିବେ ବୋଲି ଏହି ପ୍ରିମିୟର ଲିଗ୍‌ କ୍ଲବ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe