ଓଡ଼ିଶା ୱିମେନ୍ସ ଲିଗ୍‌ ପାଇଁ ଶ୍ରଦ୍ଧାଞ୍ଜଳି ଚୟନକର୍ତ୍ତା

Advertisment
ଓଡ଼ିଶା ୱିମେନ୍ସ ଲିଗ୍‌ ପାଇଁ ଶ୍ରଦ୍ଧାଞ୍ଜଳି ଚୟନକର୍ତ୍ତା

ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଓଡ଼ିଶା ୱିମେନ୍ସ ଲିଗ୍‌ ପାଇଁ ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ତଥା ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଚୟନକର୍ତ୍ତା ନିଯୁକ୍ତ କରାଯାଇଛି। ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଇଣ୍ଡିଆନ୍‌ ୱିମେନ୍ସ ଲିଗ୍ ଲାଗି ଓଡ଼ିଶା ଦଳ ଚୟନ ଦିଗରେ ଶ୍ରଦ୍ଧାଞ୍ଜଳି ପ୍ରମୁଖ ଭୂମିକା ତୁଲାଇବେ। ସୂଚନାଯୋଗ୍ୟ, ଜାତୀୟ ସ୍ତରରେ ଶ୍ରଦ୍ଧାଞ୍ଜଳି ଅତୀତରେ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଓ ଚୟନକର୍ତ୍ତା ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। ୨୦୧୭-୧୮ ଋତୁରେ ଓଡ଼ିଶା ରାଇଜିଂ ଷ୍ଟୁଡେଣ୍ଟ୍ ଦଳ ବିଜେତା ହୋଇଥିବା ବେଳେ ଶ୍ରଦ୍ଧାଞ୍ଜଳି ମଧ୍ୟ ସହାକରୀ ପ୍ରଶିକ୍ଷକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe