ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌: ଭିତ୍ତିଭୂମିର ତଦାରଖ ପାଇଁ ବାରବାଟୀରେ ଷ୍ଟାର୍ ସ୍ପୋର୍ଟସ-ବିସିସିଆଇ ଅଧିକାରୀ

Advertisment
ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌: ଭିତ୍ତିଭୂମିର ତଦାରଖ ପାଇଁ ବାରବାଟୀରେ ଷ୍ଟାର୍ ସ୍ପୋର୍ଟସ-ବିସିସିଆଇ ଅଧିକାରୀ

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୨୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିବାରାତ୍ର ଏକଦିବସୀୟ ମ୍ୟାଚ୍‌ର ପ୍ରସାରଣ ଦାୟିତ୍ବରେ ଥିବା ଷ୍ଟାର୍ ସ୍ପୋର୍ଟସ ଏବଂ ବିସିସିଆଇର ଅଧିକାରୀମାନେ ରବିବାର ପଡ଼ିଆ ଏବଂ ଏହାର ପରିପାର୍ଶ୍ବ ପରିଦର୍ଶନ କରିଥିଲେ। ବିସିସିଆଇର ପ୍ରଡକ୍ସନ ମୁଖ୍ୟ ପ୍ରଶାନ୍ତ ବିଷ୍ଟ୍‌ ଏବଂ ଷ୍ଟାର୍ ସ୍ପୋର୍ଟସର ପ୍ରଡକ୍ସନ ମ୍ୟାନେଜର ବିଶ୍ବମୟ ଚାଟାର୍ଜୀଙ୍କ ସହିତ ସ୍ଥାନୀୟ ସଂଯୋଜକ ଶୈବାଳ କୁମାର ମିତ୍ର ପ୍ରସାରଣ ଲାଗି ଥିବା ସୁବିଧା ସୁଯୋଗ ଏବଂ ଭିତ୍ତିଭୂମିର ତଦାରଖ କରିଥିଲେ। ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe