ରାଜ୍ୟ ବାସ୍କେଟବଲ୍‌: ସେଲ୍‌ଟିକ୍ସର ବୃହତ୍‌ ବିଜୟ

Advertisment
ରାଜ୍ୟ ବାସ୍କେଟବଲ୍‌: ସେଲ୍‌ଟିକ୍ସର ବୃହତ୍‌ ବିଜୟ

କଟକ: ଜବାହାରଲାଲ ନେହେରୁ ଇଣ୍ତାର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ବାସ୍କେଟବଲ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ସେଲ୍‌ଟିକ୍ସ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି। ଲିଗ ପର୍ଯ୍ୟାୟରେ ସେଲ୍‌ଟିକ୍ସ ୪୨-୮ରେ ବାଲେଶ୍ବରକୁ ପରାସ୍ତ କରିଥିଲା। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଗଞ୍ଜାମ ୫୮-୨୩ରେ ପୁରୀକୁ, ରାୟଗଡ଼ା ୩୦-୨୮ରେ ବିବିଏକୁ, ସିଡିଏଏ ୪୨-୨୪ରେ ଏଣ୍ଟରଟେନରକୁ ଓ ଓଡ଼ିଶା ପୁଲିସ୍‌ ୫୪-୩୧ରେ କିଟ୍‌କୁ ହରାଇଛନ୍ତି। ସେହିପରି ମହିଳା ବିଭାଗରେ ରୋଭର୍ସ ୨୮-୧୧ରେ ଏସ୍‌ସିଏସ୍‌ସିକୁ ଓ ବବିଏ ୪୬-୧୨ରେ କେନ୍ଦୁଝରକୁ ପରାସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe