ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓପନ୍ ଚେସ୍ ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ଦିନ ମଧୁସୁଦନ ନଗରରେ ଅନୁଷ୍ଠିତ ହେବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ଏଥିରେ ଭାଗ ନେବାପାଇଁ ପ୍ରବେଶିକା ଶୁଳ୍କ ୨୫୦ ଟଙ୍କା ରଖାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ଶୁଳ୍କ ଦାଖଲ କରିବାକୁ କୁହାଯାଇଛି।
ରାଜ୍ୟ ବିଦ୍ୟାଳୟ ଓପନ୍ ଚେସ୍ ୨୪ରେ
Advertisment
Follow Us