ରାଜ୍ୟ ବିଦ୍ୟାଳୟ କ୍ରିକେଟ୍‌:ଭୁବନେଶ୍ବରର ବୃହତ ବିଜୟ

Advertisment
ରାଜ୍ୟ ବିଦ୍ୟାଳୟ କ୍ରିକେଟ୍‌:ଭୁବନେଶ୍ବରର ବୃହତ ବିଜୟ

ଅନୁଗୁଳ: ରାଜ୍ୟ ବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା‌େର ଗୁରୁବାର ଭୁବନେଶ୍ବର ବୃହତ୍‌ ବିଜୟ ହାସଲ କରିଛି। ଟାଉନ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏହି ଦଳ ୧୦୫ ରନ୍‌ରେ ଗଜପତି ଦଳକୁ ପରାସ୍ତ କରିଦେଇଛି। ଭୁବନେଶ୍ବର ୧୫ ଓଭରରେ ୩ ୱିକେଟ୍ ହରାଇ ୧୭୦ ରନ୍‌ କରିଥିଲା। ଜବାବରେ ଗଜପତି ୬୫ ରନ୍ କରିଥିଲା। ଖଲାରି ପଡ଼ିଆରେ କଟକ ଦଳ ୪୨ ରନ୍‌ ବ୍ୟବଧାନରେ ଭଦ୍ରକକୁ ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe