ନୂଆଦିଲ୍ଲୀ: ଏକ ଲକ୍ଷ ଆମେରିକୀୟ ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ପ୍ରଥମ ଇଣ୍ଡିଆ ଓପନ୍ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସେମିଫାଇନାଲ୍ ପ୍ରବେଶ କରି ୪ ଜଣ ଭାରତୀୟ ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଏସୀୟ ରୌପ୍ୟ ବିଜେତା ସୁମିତ୍ ସାଙ୍ଗଓ୍ଵାନେ (୯୧ କିଲୋଗ୍ରାମ) ଏବଂ ବିଶ୍ୱ ରୌପ୍ୟ ବିଜୟିନୀ ସରଜୁବଳା ଦେବୀ (୫୧ କିଲୋଗ୍ରାମ) ରହିଛନ୍ତି। ଅନ୍ୟ ଦୁଇ ଭାରତୀୟ ହେଲେ ନମନ ତନଓ୍ଵାର (୯୧ କିଲୋଗ୍ରାମ) ଏବଂ ପିଙ୍କୀ ଝାଙ୍ଗରା (୫୧ କିଲୋଗ୍ରାମ)।
ସୁମିତ୍ ଓ ସରଜୁବାଳାଙ୍କୁ ପଦକ ନିଶ୍ଚିତ
Advertisment
Follow Us