ଟୋକିଓ: ଜାପାନରେ ‘ସୁମୋ ରେସଲିଂ’ କୁସ୍ତି ପ୍ରତିଯୋଗିତା ଦେଖିବାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ହୋଇଛନ୍ତି। ଗତ ମାସରେ ଚାରି ଦିନିଆ ଜାପାନ ଗସ୍ତରେ ଯାଇଥିବା ଅବସରରେ ଟ୍ରମ୍ପ ଏହି ସାମରିକ କଳା ଯୁଦ୍ଧର ମଜା ନେଇଥିଲେ। ଲଢ଼େଇ ଶେଷରେ ବିଜେତା କୁସ୍ତି ଯୋଦ୍ଧାଙ୍କୁ ଟ୍ରମ୍ପ ଆମେରିକାରେ ନିର୍ମିତ ହୋଇଥିବା ଟ୍ରଫି ଉପହାର ଦେଇଥିଲେ। ଟ୍ରମ୍ପଙ୍କ ସହ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଟ୍ରମ୍ପଙ୍କ ସୁମୋ ପ୍ରେମ
Advertisment
Follow Us