‘ବିସିସିଆଇ’ର କାର୍ଯ୍ୟାନୁଷ୍ଠାନ: ବାସନ୍ଦ ହେଲେ ୨ ଯୁବ ଓଡ଼ିଆ କ୍ରିକେଟର

Advertisment
ଭାରତର ବିଶ୍ବକପ୍‌ ଆଶା ବଢ଼ାଇବ ‘ଦ ହଣ୍ଡ୍ରେଡ୍‌’

Gulf News

ନୂଆଦିଲ୍ଲୀ: ବୟସ ଜାଲିଆତି ଘଟଣାରେ ଓଡ଼ିଶାର ୨ ଯୁବ କ୍ରିକେଟରଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨ ଜଣ ଓଡ଼ିଆ କ୍ରିକେଟର ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇଙ୍କୁ ୨ ବର୍ଷ ଯାଏ ବାସନ୍ଦ କରିଛି। ରାଜେଶ ମହାନ୍ତି ୧୯ ବର୍ଷରୁ କମ ଭାରତୀୟ ଟିମ୍‌ରେ ଖେଳିଛନ୍ତି। ମାତ୍ର ତାଙ୍କର ବୟସ ପ୍ରମାଣପତ୍ରରେ ତ୍ରୁଟି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe