ଭାଲେଣ୍ଟିନାଙ୍କୁ ସ୍ୱର୍ଣ୍ଣ

Advertisment
ଭାଲେଣ୍ଟିନାଙ୍କୁ ସ୍ୱର୍ଣ୍ଣ

????????????????????????????????????

ଭୁବନେଶ୍ୱର: କୋଲ୍‌କାତାରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ତାରକା ଭାଲେନା ଭାଲେଣ୍ଟିନା ଓଡ଼ିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ମହିଳା ବିଭାଗ କାଟାରେ ଭାଲିନା ଏହି ସଫଳତା ଅର୍ଜନ କରି ଜାତୀୟ ସ୍ତରରେ ମଧ୍ୟ ନିଜ ପ୍ରାଧାନ୍ୟକୁ ଅବ୍ୟାହତ ରଖିଛନ୍ତି। ୧୯୯୮ ମସିହାରୁ ଭୁବନେଶ୍ୱର ଝିଅ ଭାଲେଣ୍ଟିନା ଜାତୀୟ ସ୍ତରରେ ଏକାଧିକ ପଦକ ଜିତି ସାରିଛନ୍ତି। ସ୍ୱର୍ଣ୍ଣ ବିଜୟିନୀ ଭାଲେଣ୍ଟିନାଙ୍କୁ ଉତ୍କଳ କରାଟେ ସ୍କୁଲ୍‌ ମୁଖ୍ୟ ତଥା କରାଟେ ଗୁରୁ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe