ହ୍ୟାକ୍ ହୋଇଛି କି ବିରାଟଙ୍କ ଆକାଉଣ୍ଟ? ଏଭଳି ପୋଷ୍ଟକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ବୁଧବାର ସକାଳେ ଭାରତୀୟ ଷ୍ଟାର କ୍ରିକେଟର ଏକ୍ସରେ ୩ଟି ଶବ୍ଦ ଲେଖି ପୋଷ୍ଟ କରିଥିଲେ। ତାଙ୍କର ଏହି ପୋଷ୍ଟକୁ ଦେଖି ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

opty

ନୂଆଦିଲ୍ଲୀ: ଭାରତ ବିଶ୍ବକପ ଜିତିବା ପରେ ଲଣ୍ଡନ ଚାଲିଯାଇଥିଲେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି । ଏବେ ବଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ସେ ଭାରତ ଫେରିଥିବା ବେଳେ ତାଙ୍କ ଏକ୍ସ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏକ୍ସରେ ସେ ଲଗାତାର ୩ଟି ପୋଷ୍ଟ କରିଥିଲେ ଏବଂ ୩ଟି ପୋଷ୍ଟରେ କେବଳ ୩ଟି ଶବ୍ଦ ଲେଖିଥିଲେ। ତାଙ୍କର ଏଭଳି ପୋଷ୍ଟକୁ ନେଇ ଏବେ କ୍ରିକେଟରଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ।

अकाउंट हैक...', कोहली ने सुबह-सुबह किए 3 रहस्यमयी पोस्ट, मचा हड़कंप - Virat  kohli made 3 mysterious posts on x or twitter of one word wrote kindness  chivalry respect fans said account

ବିରାଟଙ୍କ ଆକାଉଣ୍ଟରୁ ‌ହୋଇଥିବା ପୋଷ୍ଟରେ ଲେଖାଯାଇଛି, ଦୟା, ବିନମ୍ର ଓ ସମ୍ମାନ। ଏହି ୩ଟି ପୋଷ୍ଟ ପରେ ବିରାଟ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିବା ଦେଖାଯାଇଛି । ଭିଡିଓରେ ‌ସେ ଏକ ପୋଷାକ ବ୍ରାଣ୍ଡର ବିଜ୍ଞାପନ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ବିଜ୍ଞାପନ ପାଇଁ ବିରାଟ ପୂର୍ବରୁ ସେ ୩ଟି ଶବ୍ଦ ଲେଖି ପୋଷ୍ଟ କରିଥିଲେ ନା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe