ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବିରୋଧରେ କୋହଲିଙ୍କୁ କରିବାକୁ ପଡ଼ିବ ରଣନୀତି!

Advertisment
ଶ୍ରୀଲଙ୍କାରେ ଟେ୍ଵଣ୍ଟି-୨୦ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

India's captain Virat Kohli attends a news conference ahead of their first test cricket match against England in Rajkot, India, November 8, 2016. REUTERS/Amit Dave

କୋଲକାତା: ପ୍ରଥମ ଦିନିକିଆରେ ଅଦ୍ଭୂତପୂର୍ଣ୍ଣ ସଫଳତା ମିଳିବା ପରେ ପରେ ସେପ୍ଟେମ୍ବର ୨୧ରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ନୂତନ ରଣନୀତି କରିପାରେ ଭାରତ।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିରୋଧରେ ୨ୟ ଦିନିକିଆକୁ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବ। ଏଥିସହିତ ଭାରତ କଠିନପ ପରିଶ୍ରମ କରି ଅଷ୍ଟ୍ରେଲିଆର ରେକର୍ଡକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଟିମ୍‌ କେବେ ହେଲେ ବି ହାରି ନାହିଁ। ଯାହାଫଳରେ କି ଅତିଥି ଦଳ ନିଜର ରେକର୍ଡକୁ କାୟାମ୍‌ ରଖିବାକୁ ନିଜର ପ୍ରୟାସକୁ ଜାରି ରଖିବ। ତେଣୁ ଅତିଥି ଦଳ ଅଷ୍ଟ୍ରେଲିଆକୁ ହରାଇ ତାହାର ଏହି ରେକର୍ଡକୁ ଭାଙ୍ଗିବାକୁ ହେଲେ ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ବିରାଟ୍‌ କୋହ୍‌ଲିଙ୍କୁ ଏକ ନୂତନ ରଣନୀତିର ଆଶ୍ରୟ ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe