ଦୀନେଶ କାର୍ତ୍ତିକଙ୍କୁ ଚେତାବନୀ

କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଦୀନେଶ କାର୍ତ୍ତିକ

wionews.com

ଅହମଦାବାଦ : ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ବିପକ୍ଷ ଏଲିମିନେଟର୍‌ ବେଳେ ଖେଳାଳିଙ୍କ ଆଚରଣ ସଂହିତାର ଲେବୁଲ୍‌-୧ ଧାରା ୨.୩ ଉଲ୍ଲଂଘନ କରିଥିବା ଅଭିଯୋଗରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି)ର ୱିକେଟରକ୍ଷକ ବ୍ୟାଟର୍‌ ଦୀନେଶ କାର୍ତିକଙ୍କୁ ଚେତାବନୀ ପ୍ରଦାନ କରାଯାଇଛି। କିନ୍ତୁ ବିସିସିଆଇ ଏହ‌ାର କୌଣସି ସ୍ପଷ୍ଟ କାରଣ ଦର୍ଶାଇନାହିଁ। କୋଲକାତାରେ ଖେଳାଯାଇଥିବା ଏହି ମ୍ୟାଚ୍‌ ପରେ କାର୍ତ୍ତିକ ନିଜ ଭୁଲକୁ ସ୍ବୀକାର କରି ନେଇଛନ୍ତି। ଏହି ମ୍ୟାଚ୍‌ରେ ଆର୍‌ସିବି ୧୪ ରନ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌କୁ ପରାସ୍ତ କରି କ୍ବାଲିଫାୟାର୍‌-୨ ଯୋଗ୍ୟତା ଅର୍ଜନ କରିଥିଲା। ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ କାର୍ତ୍ତିକ ମଧ୍ୟ ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe