ମଂଚେଷ୍ଟର: ବର୍ଷା ଯୋଗୁଁ ରବିବାର ଭାରତ-ପାକିସ୍ତାନ କିଛି ସମୟ ପର୍ଯ୍ୟନ୍ତ ଅଟକିବା ପରେ ପୁଣି ଥରେ ମ୍ୟାଚ୍ ଜାରି ରହିଛି। ଆଇସିସି ବିଶ୍ୱକପ୍ ୨୦୧୯ର ୨୨ ତମ ମ୍ୟାଚ୍ ମଂଚେଷ୍ଟରରେ ଜାରି ରହିଥିବା ବେଳେ ୪୭ ଓଭର ବେଳକୁ ବର୍ଷା ପହଂଚିଥିଲା। ଓଲଡ ଟ୍ରାଫେଡ ଷ୍ଟାଡିୟମ୍ରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ବର୍ଷା ପୂର୍ବରୁ ଭାରତ ୪ ଓ୍ଵିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା।
ବିଶ୍ୱକପ୍: ବର୍ଷା ଛାଡ଼ିବା ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଜାରି, ଭାରତ ସ୍କୋର ୩୧୧/୪
Advertisment
Follow Us