ଆମେ ୩ ବିଜେତା

Advertisment
ଆମେ ୩ ବିଜେତା

ଓଡ଼ିଶା ମହିଳା କ୍ରିକେଟ୍‌ ଦଳରୁ ଅନ୍ତଃରାଜ୍ୟ ଟି-ଟେ୍ଵଣ୍ଟି ଟ୍ରଫିରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଭୁବନେଶ୍ୱର କିଟ୍‌ କ୍ୟାମ୍ପସ୍‌ ପ୍ରଶିକ୍ଷଣ ଶିବିରରେ ଏକାଠି ହେବା ଅବସରରେ ନୂଆବର୍ଷ କେକ୍‌ର ମଜା ନେଉଛନ୍ତି ତିନି ତାରକା। (ବାମରୁ) ଦୁଇ ଅନ୍ତର୍ଜାତୀୟ ତାରକା ମଧୁରୀ ମେହଟ୍ଟା ଏବଂ ରୋସ୍‌ନାରା ପରଓ୍ଵିନ୍‌ଙ୍କ ସହ ପୂର୍ବାଞ୍ଚଳ ଖେଳାଳି ସରିତା ମେହେର।
ସୂଚନାଯୋଗ୍ୟ, ମାଧୁରୀ ଜଣେ ନିର୍ଭରଯୋଗ୍ୟ ଓପନିଂ ବ୍ୟାଟର୍‌ ଓ ଭଲ କ୍ଷେତ୍ରରକ୍ଷକ ହୋଇଥିବା ବେଳେ ରୋସନାରା ଜଣେ ପ୍ରଭାବଶାଳୀ ଅଫ୍‌ ସ୍ପିନ୍‌ ଚାଇନାମେନ୍‌ ବୋଲର। ସରିତା ମେହେର ଜଣେ ଦକ୍ଷ ଓପନିଂ ଓ ମଧ୍ୟକ୍ରମ ବ୍ୟାଟର୍‌ ତଥା ଉଚ୍ଚକୋଟୀର କ୍ଷେତ୍ରରକ୍ଷକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe