ଅଧିନାୟକ ପଦ ଛାଡ଼ିଲେ ୱିଲିୟମସନ୍‌

Advertisment
ଆହତ ୱିଲିୟମ୍‌ସନ୍‌ ଆଇପିଏଲ୍‌ରୁ ପୂରା ବାଦ୍‌ ପଡ଼ିଲେ

Quora

ନୁଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଧଳାବଲ୍‌ ଦଳର ଅଧିନାୟକ ପଦରୁ କେନ୍‌ ୱିଲିୟମସନ୍‌ ଓହରି ଯାଇଛନ୍ତି। ଏଥିସହ ସେ ୨୦୨୪-୨୫ ଋତୁ ଲାଗି ମଧ୍ୟ ଜାତୀୟ ଚୁକ୍ତିରେ ସ୍ବାକ୍ଷର କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରୁ ନ୍ୟୁଜିଲାଣ୍ଡ ବିଦାୟ ନେବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲାଣ୍ଡ ଗତ ୩ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ୨୦୨୧ରେ ଫାଇନାଲ୍‌ ଖେଳିଥିଲା। ହେଲେ କେବେ ବି ଏହି ଟ୍ରଫି ଜିତି ପାରିନି। ୱିଲିୟମସନ୍‌ଙ୍କ ସହ ଆଉ ଜଣେ ନ୍ୟୁଜିଲାଣ୍ଡ ଖେଳାଳି ଲୁକି ଫର୍ଗୁସନ ଜାତୀୟ ଚୁକ୍ତି ସ୍ବୀକାର କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe