ଏସୀୟ ହକି ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ମହିଳା ଦଳ ନୂଆଦିଲ୍ଲୀ ବିମାନବନ୍ଦରରୁ କୋରିଆ ଗସ୍ତ କରିଛିି। ଏହି ଅବସରରେ ଭାରତୀୟ ଦଳର ଓଡ଼ିଆ ଅଧିନାୟିକା ସୁନୀତା ଲାକ୍ରା କହିଛନ୍ତି ‘୨୦୧୬ ପଦାର୍ପଣ ଏସିଆ କପ୍ ହାସଲ ପରେ ୨୦୧୭ରେ ଏହାକୁ ଦ୍ୱିତୀୟ ଥର ଆମେ ଜିତିଥିଲୁ। ପୁଣିଥରେ ଏହି ଟ୍ରଫି ହାତେଇ ଆହୁରି ସ୍ମରଣୀୟ କରିବୁ’।
କୋରିଆ ଗଲେ ସୁନୀତା ଦଳ
Advertisment
Follow Us