ଯୁବ ଅଲିମ୍ପିକ୍ସ: ପ‌ନୱାରଙ୍କୁ ରୌପ୍ୟ

Advertisment
ଯୁବ ଅଲିମ୍ପିକ୍ସ: ପ‌ନୱାରଙ୍କୁ ରୌପ୍ୟ

ବୁଏନ୍‌ସ ଏୟାର୍ସ (ଆର୍ଜେଣ୍ଟିନା): ଚଳିତ ଯୁବ ଅଲିମ୍ପିକ୍ସରେ ଭାରତର ପଦକ ଖାତାରେ ସୋମବାର ଆଉ ଏକ ରୌପ୍ୟ ଯୋଡ଼ି ହେ‌ାଇଛି। ଧାବକ ସୂରଜ ପନୱାର ପୁରୁଷ ୫୦୦୦ ମିଟର ‌ଚାଲିରେ ଦ୍ବିତୀୟ ସ୍ଥାନରେ ରହି ଭାରତକୁ ଏହି ପଦକ ଭେଟି ଦେଇଥିଲେ। ଏହି ପଦକ ସହ ଭାରତ ୩‌ ‌କାଂସ୍ୟ ଓ ୮ ରୌପ୍ୟ ସହ ୧୧ ପଦକ ପାଇ ତାଲିକାରେ ଦ୍ବାଦଶ ସ୍ଥାନରେ ରହିଛି। ପ୍ରଥମ ଷ୍ଟେଜ୍‌କୁ ୨୦:୨୩.୩୦ ଓ ଦ୍ବିତୀୟ ଷ୍ଟେଜ୍‌କୁ ୨୦:୩୫.୮୭ ମୋଟ ଉପରେ ୪୦:୫୯.୧୭ ମିନିଟ୍‌ ସମୟ ନେଇ ରେସ୍‌‌ ଶେଷ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe