"NEW DELHI, INDIA - AUGUST 28: Former Indian cricketers and commentators for the upcoming Twenty20 world cup Saurav Ganguly, (L) and Sanjay Manjrekar speak at a press conference in New Delhi on August 28,2012. ESPN-STAR Sports said it had syndicated broadcast rights of World Twenty20 cricket to 218 territories across the world on August 28, 2012 in New Delhi, India. (Photo by Mohd Zakir/Hindustan Times via Getty Images)"
ନୂଆଦିଲ୍ଲୀ: ସୋମବାର କ୍ରିକେଟ୍ରୁ ଅବସର ନେଇଥିବା ଯୁବରାଜ ସିଂହ ନିଜ ପ୍ରଦର୍ଶନ ଜରିଆରେ କ୍ରିକେଟର୍ରୁ ଭାଷ୍ୟକାର ହୋଇଥିବା ସଂଜୟ ମଞ୍ଜରେକରଙ୍କୁ ଜବାବ ଦେଇଥିଲେ। କର୍କଟ ରୋଗରୁ ମୁକୁଳିବା ପରେ ଯେତେବେଳେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା ସେହି ସମୟରେ ମଞ୍ଜରେକର ସମାଲୋଚନା କରିଥିଲେ। ତାଙ୍କୁ ପେସାଗତ ଭାବେ ନୁହେଁ ଆବେଗ ପାଇଁ ସାମିଲ କରାଯାଇଛି ବୋଲି ଟିପ୍ପଣୀ ଦେଇଥିଲେ। କିନ୍ତୁ ସେହି ମ୍ୟାଚ୍ରେ ଯୁବରାଜ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଉଭୟ ନିକଟତର ହେବା ସହ ସବୁକୁ ଭୁଲି ହସାହସି ହୋଇଥିଲେ।
Follow Us