ଖେଳ ଦ୍ରୁତତମ ଗୋଲ୍ Advertisment July 03, 2018, 07:31 AM IST 03 Jul 2018 07:31 IST Sambad Digital Follow Us ଚଳିତ ବିଶ୍ୱକପ୍ର ଦ୍ରୁତତମ ଗୋଲ୍ ସ୍କୋର୍ ହୋଇଛି ରବିବାର। କ୍ରୋଏସିଆ ବିପକ୍ଷ ମ୍ୟାଚ୍ରେ ପ୍ରଥମ ମିନିଟ୍ (୫୬ ସେକେଣ୍ଡ୍)ରେ ମାଥିଆସ ଜର୍ଜେନସେନ୍ଙ୍କ ଗୋଲ୍ ବିଶ୍ୱକପ୍ ଇତିହାସର ଦ୍ରୁତତମ ଗୋଲ୍କୁ ମନେ ପକାଇ ଦେଇଛି।