ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ଟିକେଟ୍ ଅନ୍ଲାଇନ୍ରେ ମିଳିବ। ଏବାବଦରେ ୪୮ ଘଣ୍ଟା ପୂର୍ବରୁ ଜଣାପଡ଼ିବ। କଳିଙ୍ଗ ଷ୍ଟାଡିୟମ୍ ପାଇଁ ୧୦,୫୦୦ ଟିକେଟ୍ ଏବଂ ବାରବାଟୀ ଷ୍ଟାଡିୟମରେ ୩୦ ହଜାର ଟିକେଟ୍ ବିକ୍ରି ହେବ। ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମ ଏବଂ ୨୮ ତାରିଖରେ ବାରବାଟୀରେ ଉଦ୍ଘାଟନୀ ଉତ୍ସବର ଆୟୋଜନ ହେବ।
ହକି ବିଶ୍ୱକପ୍: ଅନ୍ଲାଇନ୍ରେ ମିଳିବ ଉଦ୍ଘାଟନୀ ଉତ୍ସବ ଟିକେଟ୍, ୪୮ ଘଣ୍ଟା ପୂର୍ବରୁ ଜଣାପଡ଼ିବ
Advertisment
Follow Us