୧କ୍ବିଣ୍ଟାଲ ୪କେଜି ଗଂଜେଇ ଜବତ, ଅଭିଯୁକ୍ତ ଗିରଫ

Advertisment
୧କ୍ବିଣ୍ଟାଲ ୪କେଜି ଗଂଜେଇ ଜବତ, ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗାଁର ଗଣେଶ୍ବର ବଗର୍ତି(୬୦)କୁ ଗିରଫ କରାଯାଇଛି। ଅଭିଯୁକ୍ତ ଠାରୁ ୧କ୍ବିଣ୍ଟାଲ ୪କେଜି ଚୋରା ଗଂଜେଇ ଜବତ ହୋଇଥିବା ବିଭାଗର ସୂଚନାରୁ ଜଣାଯାଇଛି। ଗୁରୁବାର ସକାଳେ ଏହି ଚଢାଉ ହୋଇଥିଲା। ଅବକାରୀ ଇନସ୍ପେକ୍ଟର ବିଜୟ ଧରୁଆଙ୍କ ସମେତ ରମେଶ ମହାନ୍ତି, ସୀମା କିରଣ ବେଜ୍‌, କିଶୋର ନାଏକ, ବ୍ରହ୍ମାନନ୍ଦ  ଭୋଇ, ରୁପେଶ ମୁଖୀ, ଅଞ୍ଜଳି ଅମାତ ପ୍ରମୁଖ ଚଢାଉ ଟିମ୍‌ରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe