ରା‌ସ୍ତାକଡ଼କୁ ଖସିପଡ଼ିଲା ବସ୍‌ : ୧୦ ଆହତ, ୩ ଗୁରୁତର

Advertisment
ରା‌ସ୍ତାକଡ଼କୁ ଖସିପଡ଼ିଲା ବସ୍‌ : ୧୦ ଆହତ, ୩ ଗୁରୁତର

ଜଳେଶ୍ବର/ଓଲମରା : ଭୁବନେଶ୍ବରରୁ ପଶ୍ଚିମବଙ୍ଗର ଖଡ଼ିକାକୁ ଆସୁଥିବା ଓଆର୦ପି୨୩୮୨ ନମ୍ବରର କ୍ଷୀ‌ରଚୋରା ନାଇଟ୍‌ ବସ୍‌ ଆଜି ଭୋର ସମୟରେ ବାଲେଶ୍ବରର ରାଇବଣିଆ ଥାନା କବାଟଘାଟୀ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବା ସହ ଓଲଟି ପଡ଼ିଛି। ଏହି ଦୁର୍ଘଟଣା ଯୋଗୁ ୧୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe