Advertisment

ଚିଙ୍ଗୁଡି କାରଖାନାରେ ଗ୍ୟାସ୍‌ ଲିକ୍‌; ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର

Advertisment
ଚିଙ୍ଗୁଡି କାରଖାନାରେ ଗ୍ୟାସ୍‌ ଲିକ୍‌; ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର

ନୀଳଗିରି: ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ଏକ ଚିଙ୍ଗୁଡି ଫ୍ୟାକ୍ଟେରିରେ ଗ୍ୟାସ ଲିକ ହୋଇ ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କମ୍ପାନିର କୌଣସି କତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସାଥୀମାନେ ସେମାନଙ୍କୁ ମେଡିକାଲକୁ ଆଣିଛନ୍ତି। ଏ ସିଫ୍ଟରେ କାମ କରୁଥିବା ସମୟରେ ହଠାତ ବିଷାକ୍ତ ଗ୍ୟାସ ଲିକ କରିବାରୁ ସମସ୍ତେ ଅଚେତ ହୋଇପଡିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe