ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ

Advertisment

ରାସ୍ତାରେ ଗଡୁଥିଲା ୧୦୮ ଆମ୍ବୁଲାନ୍ସ । ହଠାତ୍ ଆମ୍ବୁଲାନ୍ସରେ ଲାଗିଲା ନିଆଁ। କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସରେ ଥିବା କର୍ମଚାରୀ।

ରାସ୍ତାରେ ଗଡୁଥିଲା ୧୦୮ ଆମ୍ବୁଲାନ୍ସ । ହଠାତ୍ ଆମ୍ବୁଲାନ୍ସରେ ଲାଗିଲା ନିଆଁ। କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସରେ ଥିବା କର୍ମଚାରୀ।

Ambulance

Photograph: (Sambad.in)

ଖୋର୍ଦ୍ଧା: ରାସ୍ତାରେ ଗଡୁଥିଲା ୧୦୮ ଆମ୍ବୁଲାନ୍ସ । ହଠାତ୍ ଆମ୍ବୁଲାନ୍ସରେ ଲାଗିଲା ନିଆଁ। କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସରେ ଥିବା କର୍ମଚାରୀ। 

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆୟତପୁର ନିକଟରେ ଜଳିଯାଇଛି ୧୦୮ ଆମ୍ବୁଲାନ୍ସ । ଗାଡ଼ି ଗଡୁଥିବା ସମୟରେ ହଠାତ ବ୍ୟାଟେରୀ ପାଖରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ ଡ୍ରାଇଭର। ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଗଲା। ଗାଡ଼ିରେ ନିଆଁ ଲାଗିବା ଦେଖିବା ମାତ୍ରେ ଆମ୍ବୁଲାନ୍ସରୁ ଓହ୍ଲାଇ ଆସିଥିଲେ ଗାଡ଼ିର ୩ ଜଣ କର୍ମଚାରୀ। କିଛି ମୁହୂର୍ତ୍ତ ଭିତରେ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆୟତପୁର ନିକଟରେ ଜଳିଯାଇଛି ୧୦୮ ଆମ୍ବୁଲାନ୍ସ । ଗାଡ଼ି ଗଡୁଥିବା ସମୟରେ ହଠାତ ବ୍ୟାଟେରୀ ପାଖରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ ଡ୍ରାଇଭର । ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଧୀରେ ଧୀରେ ନିଆଁ ଗାଡ଼ିର ବିଭିନ୍ନ ଭାଗରେ ବ୍ୟାପିବାରେ ଲାଗିଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଗଲା । ଗାଡ଼ିରେ ନିଆଁ ଲାଗିବା ଦେଖିବା ମାତ୍ରେ ଆମ୍ବୁଲାନ୍ସରୁ ଓହ୍ଲାଇ ଆସିଥିଲେ ଗାଡ଼ିର ୩ ଜଣ କର୍ମଚାରୀ। କିଛି ମୁହୂର୍ତ୍ତ ଭିତରେ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe