ଏମ୍‌ସରେ ସମୁଦାୟ ୧୧ ପଜିଟିଭ୍

Advertisment
ବଢ଼ୁଛି ତୃତୀୟ ଲହର ଚିନ୍ତା: ଶିଶୁଙ୍କ ପାଇଁ ଏମ୍‌ସରେ ୧୪ ଆଇସିୟୁ, ୬୦ ଶଯ୍ୟାର ବ୍ୟବସ୍ଥା

Twitter

ଭୁବନେଶ୍ବର: ଏମ୍‌ସରେ ପଲମୋନାରି ମେଡିସିନ୍ ବିଭାଗରେ ଏ ପର୍ଯ୍ୟନ୍ତ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଗତକାଲି ୧୧ଜଣ ପଜିଟିଭ୍ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସି ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇ ନାହିଁ। ଅପରପକ୍ଷରେ ଆଜି ମଧ୍ୟ କିଛି ୱାର୍ଡରୁ ପଜିଟିଭ୍ ଚିହ୍ନଟ ହୋଇଥିବା ଚର୍ଚା ହେଉଛି। ତେବେ ଗୋଟିଏ ପରେ ଗୋଟିଏ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରୁ କରୋନା ରୋଗୀ ବାହାରିବା ଅନ୍ୟ ସାଧାରଣ ରୋଗୀ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe