ପ୍ରି-ମାଟ୍ରିକ ବୃତ୍ତି ୧୧ କୋଟି ଅନୁମୋଦିତ

ମେଧାବୃତ୍ତି ନେଇଗଲେ ଭୂତ ହିତାଧିକାରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଅଭିଭାବକ ମହାସଂଘ

Eye Radio

ଭୁବନେଶ୍ବର : ରାଜ୍ୟରେ ଥିବା ୨୮୩୮ ସ୍କୁଲରେ ପ୍ରି-ମାଟ୍ରିକ୍‌ ସ୍କଲାରସିପ୍‌ ପାଇଁ ୧୧କୋଟି ୨ଲକ୍ଷ ୫୪ ହଜାର ୬୫୦ ଟଙ୍କା ସରକାର ଅନୁମୋଦିତ କରିଛନ୍ତି। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ବିଦ୍ୟାର୍ଥୀଙ୍କ ପାଇଁ ଏହି ବୃତ୍ତି ବ୍ୟବସ୍ଥା ରହିଛି। ଏଥିରେ ସୁନ୍ଦରଗଡ଼ର ସର୍ବାଧିକ ୩୨୪ ସ୍କୁଲର ୩୫୧୭, ଗଞ୍ଜାମର ସର୍ବନିମ୍ନ ଗୋଟିଏ ସ୍କୁଲର ୧୭ ଜଣଙ୍କୁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe