ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିବା ଘଟଣା: ୧୧ ପୁଲିସ କର୍ମଚାରୀ ନିଲମ୍ବିତ

Advertisment
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ; ଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ୍‌

siasat.com

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିବା ଘଟଣାରେ ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାର ୩ ପୁଲିସ ଅଧିକାରୀଙ୍କ ସମେତ ୧୧ଜଣ ପୁଲିସ କର୍ମଚାରୀଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରେ ୩ ଜଣ ସବଇନସପେକ୍ଟର, ଜଣେ ହେଡ କନଷ୍ଟେବଳ, ୨ ଯବାନ ,୨ ଜଣ ତାଲିମ ନେଉଥୁବା ସବଇନସପେକ୍ଟର ସମେତ ୨ଜଣ ହୋମ ଗାର୍ଡ ରହିଛନ୍ତି। ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ତେବେ ଏ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି କୋରାପୁଟ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe