କମାକ୍ଷାନଗର ରେଞ୍ଜ ସମାଟାଙ୍ଗି ଗାଁରେ ୧୨ଟିକିଆ ହାତୀପଲ

Advertisment

ବର୍ଷା ଋତୁ ଆସିବା ସହିତ ଚାଷ ସମୟ ଆସି ଯାଇଛି। ଏହାରି ଭିତରେ ହାତୀପଲ କାମାକ୍ଷାନଗର ରେଞ୍ଜ ଅଞ୍ଚଳକୁ ମଧ୍ୟ ଆସି ଯାଇଛନ୍ତି। ସୋମବାର ରାତିରେ ୧୨ଟିକିଆ ହାତୀପଲ ଅଁଳାବେରେଣି ଫରେଷ୍ଟ ଅଞ୍ଚଳରୁ କାମାକ୍ଷାନଗର ସମାଟାଙ୍ଗି ଗାଁ ନିକଟକୁ ଆସିଛନ୍ତି...

12 elephants in Samatangi village, Kamakhyanagar range

12 elephants in Samatangi village, Kamakhyanagar range Photograph: (sambad.in)

କାମାକ୍ଷାନଗର: ବର୍ଷା ଋତୁ ଆସିବା ସହିତ ଚାଷ ସମୟ ଆସି ଯାଇଛି। ଏହାରି ଭିତରେ ହାତୀପଲ କାମାକ୍ଷାନଗର ରେଞ୍ଜ ଅଞ୍ଚଳକୁ ମଧ୍ୟ ଆସି ଯାଇଛନ୍ତି।

ସୋମବାର ରାତିରେ ୧୨ଟିକିଆ ହାତୀପଲ ଅଁଳାବେରେଣି ଫରେଷ୍ଟ ଅଞ୍ଚଳରୁ କାମାକ୍ଷାନଗର ସମାଟାଙ୍ଗି ଗାଁ ନିକଟକୁ ଆସିଛନ୍ତି।

ଖବର ପାଇ କାମାକ୍ଷାନଗର ରେଞ୍ଜର କୈଳାସ ସାହୁ ଓ ଅନ୍ୟ ବନ କର୍ମଚାରୀ ହାତୀପଳଙ୍କୁ ଘଉଡାଇବାକୁ କରୁଛନ୍ତି ଉଦ୍ୟମ । ହାତୀପଲ ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ରହି ଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe