୧୨ ଓଏଏସ୍‌ଙ୍କ ବଦଳି

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ୱର : ରାଜ୍ୟ ସରକାର କନିଷ୍ଠ ଓଏଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। କ୍ଷୀରାବ୍ଧିତନୟା ସାହୁଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, କ୍ଷୀରୋଦ କୁମାର ବେହେରାଙ୍କୁ ବାଲିଗୁଡ଼ା ତହସିଲ୍‌ଦାର, ଆଲୋକ କୁମାର ପଟେଲଙ୍କୁ ବଡ଼ବିଲ୍‌ ତହସିଲଦାର, ସୋନାଲି ପାତ୍ରଙ୍କୁ ମୁରିବାହାଲ ତହସିଲ୍‌ଦାର, ନାରାୟଣ ସାହୁଙ୍କୁ ଦେଓଗାଁ ତହସିଲ୍‌ଦାର, ସୀମା ସବିତା କୁଲୁଙ୍କୁ ଝାରବନ୍ଧ ତହସିଲ୍‌ଦାର, ଅନିଲ କୁମାର ହୋତାଙ୍କୁ ଭେଡ଼େନ୍‌ ତହସିଲ୍‌ଦାର, ଉମାକାନ୍ତ ରାଉତଙ୍କୁ ଗଜପତି ଉପଜିଲ୍ଲାପାଳ, ଲକ୍ଷ୍ମୀଧର ମହାରଣାଙ୍କୁ କଣାସ ତହସିଲ୍‌ଦାର, ପ୍ରଦୀପ କୁମାର ସାହୁଙ୍କୁ ନରସିଂହପୁର ବିଡିଓ, ପ୍ରଶାନ୍ତ କୁମାର ଜେନାଙ୍କୁ ପୁରୀ ଏଲ୍‌ଏଓ ଓ ଉଲ୍ଲାସ କୁମାର ସେଠୀଙ୍କୁ କୃଷ୍ଣପ୍ରସାଦ ତହସିଲ୍‌ଦାର ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe