ଭୁବନେଶ୍ବର: ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି । 

Advertisment

ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।

ଅଧିକ ପଢ଼ନ୍ତୁ:ବିଧାନସଭାରେ ରେଭେନ୍‌ସା ଝଡ଼: ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ

୨୦୨୪-୨୫ ସୁଦ୍ଧା ୫୮୫ ଚେକ୍‌ ଡ୍ୟାମ୍ ନିର୍ମାଣ କାମ ଶେଷ ହେବ । ଜଳ ପୁନର୍ରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ:୨୦୨୩ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୫,୬୯୬ ଜଣଙ୍କ ଜୀବନ ଯାଇଛି