୧୩୬ ପୁଲିସ ଡିଏସ୍‌ପିଙ୍କ ବଦଳି

ଆଇଜିରୁ ସିପାହି ଯାଏ ସବୁ ପାହ୍ୟାରେ ପଦବି ଖାଲି: ଦୁର୍ବଳ ଭିତ୍ତିଭୂମିରେ ରାଜ୍ୟ ପୁଲିସ

Odisha-Police

କଟକ : ରାଜ୍ୟ ପୁଲିସ ପକ୍ଷରୁ ୧୩୬ ଜଣ ପୁଲିସ ଡିଏସପିଙ୍କ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରେ ୭୩ ଜଣ ଇନସପେକ୍ଟରରୁ ଡିଏସପି ପାହ୍ୟାକୁ ନିକଟରେ ପଦୋନ୍ନତି ପାଇଥିଲେ। ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଥିବା ବେଳେ ପୂର୍ବରୁ ଡିଏସପି ପାହ୍ୟାରେ ଥିବା ୬୩ ଜଣ ପୁଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ଏ ସଂପର୍କରେ ଆଜି ରାଜ୍ୟ ପୁଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe