ଓଏଏସ୍‌ ସ୍ତରରେ ଅଦଳବଦଳ

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

telegraphindia.com

ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ୧୪ ଜଣ ଓଏଏସ୍‌ ଅଫିସର୍‌ଙ୍କର ବଦଳି କରାଯାଇଛି। ଅର୍ଚ୍ଚନା ଦାସପଟ୍ଟନାୟକଙ୍କୁ ଶକ୍ତି ବିଭାଗର ଯୁଗ୍ମ ସଚିବ, ବ୍ରହ୍ମାନନ୍ଦ ବେହେରାଙ୍କୁୂ କଟକ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ସଚିବ, ଜ୍ୟୋତିର୍ମୟୀ ପ୍ରଧାନଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ, ଅମ୍ବର କୁମାର କରଙ୍କୁ କଟକ ଡିଅାର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଅବନୀକାନ୍ତ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ରାମଚନ୍ଦ୍ର ଜେନାଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ, ସୁଚରିତା ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ, ନାରାୟଣ ଚନ୍ଦ୍ର ଧଳଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ତନ୍ମୟ କୁମାର ଦରୱାନଙ୍କୁ ସମ୍ବଲପୁର ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଶରତ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ଙ୍କ ଉପ ସଚିବ, ଶୁଭେନ୍ଦ୍ର କୁମାର ସାମଲଙ୍କୁ ବରଗଡ଼ ଉପଜିଲ୍ଲାପାଳ, ଅରୁଣ କୁମାର ମଲ୍ଲିକଙ୍କୁ ଓସେପାର ଓଏସ୍‌ଡି, ପ୍ରଭାତ ଚନ୍ଦ୍ର ଦଣ୍ଡସେନାଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଚିବ, ବାସୁଦେବ ମାହାରୀଙ୍କୁ ବିଡିଏର ଭୂ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe