ଏସ୍‌ସିବିରେ ୧୫ଡେଙ୍ଗୁ ଆକ୍ରାନ୍ତ

Advertisment
ଏସ୍‌ସିବିରେ ୧୫ଡେଙ୍ଗୁ ଆକ୍ରାନ୍ତ

କଟକ : ଏସ୍‌ସିବିରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଆଜି ସୁଦ୍ଧା ଏହି ସଂଖ୍ୟା ୧୫ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଗରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ୨୩ଟି ରକ୍ତ ନମୁନା ପରୀକ୍ଷଣ କରାଯାଇଥିବାବେଳେ ସେଥିରୁ କଟକ ଜଗତ୍‌ପୁର ଅଞ୍ଚଳର ଜଣେ ରୋଗୀଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛି। ତେବେ ଆଜି ଡେଙ୍ଗୁ ପରୀକ୍ଷଣ ବନ୍ଦ ରହିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୬ମାସରେ କେବଳ କଟକ ଜିଲ୍ଲାରେ ୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe