୫ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି

ଗତ ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି। ବିଧାନସଭାରେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କ ଏକ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଭୁଷଣ ଜେନା ଲିଖିତ ଉତ୍ତର ପ୍ରଦାନ କରି ଏଭଳି ସୂଚନା ପ୍ରଦାନ କରିଛନ୍ତି।

157 kg of gemstones have been extracted from Odisha in 5 years

ଭୁବନେଶ୍ବର: ଓଡ଼ିଶାରେ କେତେ ରତ୍ନ ପଥର ଉତ୍ତୋଳନ ହୋଇଛି ଏବଂ ରାଜ୍ୟରେ ଏଭଳି ଖଣି ସଂଖ୍ୟା କେତେ ବୋଲି ଏକ ପ୍ରଶ୍ନର ଉତ୍ତର ଗୁରୁବାର ଖଣିମନ୍ତ୍ରୀ ବିଧାନସଭାରେ ପ୍ରଦାନ କରିଛନ୍ତି।

ଗତ ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ  ପଥର ଉତ୍ତୋଳନ ହୋଇଛି। ବିଧାନସଭାରେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କ ଏକ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି  ଭୁଷଣ ଜେନା ଲିଖିତ ଉତ୍ତର ପ୍ରଦାନ କରି ଏଭଳି ସୂଚନା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୩ ଟି ରତ୍ନ ପଥର ଖଣି କାର୍ଯ୍ୟକ୍ଷମ ରହିଛି ।

ସେହିପରି ୮ ଟି ରତ୍ନ ପଥର ଖଣି ଖନନ ପାଇଁ ଅନୁମତି ମିଳି ନ ଥିବାରୁ ତାହା ଖୋଳା ଯାଇ ନାହିଁ  ବୋଲି ଖଣିମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଶୂନ୍ୟକାଳରେ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲା କଂଗ୍ରେସ...

ଅଧିକ ପଢ଼ନ୍ତୁ: ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି ଶିଳ୍ପ ସଂସ୍ଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe