odishasuntimes.com
କଟକ : ରାଜ୍ୟ ପୁଲିସ ବିଭାଗର ୧୭ ଜଣ ଡିଏସ୍ପି ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ପଦୋନ୍ନତି ପାଇଥିବା ଡିଏସ୍ପିମାନେ ହେଉଛନ୍ତି ଅନନ୍ତ ନାରାୟଣ ମହାନ୍ତି, ଶିବରାମ ସାହୁ, ଗୋବିନ୍ଦ ଚନ୍ଦ୍ର ସେଠୀ, ଦୀପକ କୁମାର ରଥ, ଭବାନୀ ଶଙ୍କର ମିଶ୍ର, ଆଣ୍ଟୋନି ତିର୍କୀ, ପ୍ରଶାନ୍ତ କୁମାର ମିଶ୍ର, ନଗେନ୍ଦ୍ର ପ୍ରସାଦ ନାୟକ, ମାୟାଧର ସେଠୀ, ଅମରେନ୍ଦ୍ର ରଣା, ଅମରେଶ କୁମାର ପଣ୍ତା, ତପସ୍ବିନୀ ଆରୁଖ, ମହମ୍ମଦ ଇମତ୍ୟାଜ୍ ଆଲାମ, ହରେକୃଷ୍ଣ ପ୍ରଧାନ, ଜୟରାମ ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ଦୁର୍ଗା ପ୍ରସାଦ ତ୍ରିପାଠୀ। ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ବୈଠକରେ ପଦୋନ୍ନତି ସ˚କ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି।
Follow Us