ପୌର ନିର୍ବାଚନ ପାଇଁ ୧୭୩ ଜଣ ପ୍ରାର୍ଥିପତ୍ର ଦାଖଲ କଲେଣି

ପୌର ନିର୍ବାଚନ ପାଇଁ ୧୭୩ ଜଣ ପ୍ରାର୍ଥିପତ୍ର ଦାଖଲ କଲେଣି

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ୨ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ତିନି ଦିନରେ ୧୭୩ଜଣ ବିଭିନ୍ନ ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୮ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷ/ମେୟର ପଦବି ଏବଂ ୧୪୫ କାଉନସିଲର/କର୍ପୋରେଟର ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅପରପକ୍ଷେ ବିଭିନ୍ନ ପୌର ସଂସ୍ଥାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ହଜା‌ରେରୁ ଅଧିକ ଲୋକ ପ୍ରାର୍ଥିପତ୍ର ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe