ଅଢ଼େଇ କ୍ବିଣ୍ଟାଲ ସ୍କ୍ରାପ୍‌ ଜବତ: ୧ ଗିରଫ

ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ClipartLogo.com

ରାଉରକେଲା: ସ୍କ୍ରାପ୍‌ ଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ହେଉଛନ୍ତି ସେକ୍ଟର-୧୫ ମୋମିନ ବସ୍ତିର ଶେଖ୍‌ କୁତବୁଦ୍ଦିନ(୩୦)। ଅଭିଯୁକ୍ତଠାରୁ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସ୍କ୍ରାପ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, ମୋମିନ ବସ୍ତିରେ ରହୁଥିବା କୁତବୁଦ୍ଦିନ ଦୀର୍ଘ ଦିନ ହେଲା ସ୍କ୍ରାପ୍‌ ବେପାର କରୁଥିଲା। ନିଜ ଘରେ ଏକ ଗୋଦାମ କରି ଅନୈତିକଭାବେ ସ୍କ୍ରାପ୍‌ କିଣାବିକା କରୁଥିଲା। ଆଜି ପୂର୍ବାହ୍ନରେ ଏକ ଟ୍ରଲିରେ ସ୍କ୍ରାପ୍‌ ପରିବହନ କରୁଥିବାବେଳେ ପୁଲିସ ହାତରେ ଧରାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe