ବଜ୍ରାଘାତ ନେଲା ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ

Advertisment
ବଜ୍ରାଘାତ ନେଲା ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ

https://mfame.guru/

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମାଟିଖାଳ ଗ୍ରାମର ୨ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି | ସୂଚନା ମୁତାବକ ମାଟିଖାଲ ଗ୍ରାମର ଭଜମନ ଦଳପତି ଓ ପଙ୍କଜ ଦଳପତି, ଦୁଇ ସମ୍ପର୍କୀୟ ଭାଇ ସୋମବାର ସନ୍ଧ୍ୟାରେ ତରଭୁଜ ବାଡ଼ିକୁ ଯାଇଥିଲେ |

ଏହି ସମୟରେ ବିଜୁଳି, ଘଡଘଡି ସହିତ ପ୍ରବଳ ମାତ୍ରାରେ ବର୍ଷା ହେବାରୁ ସେଠାରେ ଥିବା ଏକ ଝାଟି କୁଡ଼ିଆରେ ଆଶ୍ରୟ ନେଇଥିଲେ | ଏତିକିବେଳେ ବଜ୍ରାଘାତ ହେବାରୁ ସେହି ସ୍ଥାନରେ ହିଁ କୁଡ଼ିଆ ସହିତ ଉଭୟ ପୋଡି ଯାଇଥିଲେ | ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜି ଯାଇ ଉଭୟଙ୍କୁ ପୋଡ଼ିଯାଇଥିବାର ଦେଖିଥିଲେ | ଏହାପରେ ଉଭୟଙ୍କୁ ଏହି କଲମପୁର ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe