ଗଞ୍ଜେଇ ଜବତ, ୨ ଗିରଫ

Advertisment
ଗଞ୍ଜେଇ ଜବତ, ୨ ଗିରଫ

Times of India - Indiatimes.com

କଣ୍ଟାମାଳ: କଣ୍ଟାମାଳ ଥାନା ଘଣ୍ଟାପଡ଼ା ଫାଣ୍ଡି ପୁଲିସ ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଏକ ବାଇକକୁ ଅଟକ ରଖିଥିଲା। ଯାଞ୍ଚ ବେଳେ ୧୦ କେଜି ଗଞ୍ଜେଇ ମିଳିଥିଲା। ପୁଲିସ ଗଞ୍ଜେଇ ସହ ଏକ ବାଇକ୍‌ (ଓଡି ୩୧ ଏଫ୍‌ ୨୩୧୪)କୁ ଜବତ କରିଥିଲେ।

ଏଥିସହ ୨ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ସୁଶାନ୍ତ ଦିଗାଲ (୨୦) ଓ ବବିନା କହଁର (୨୧)ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe