ବସ ଧକ୍କାରେ ୨ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ

Advertisment
ବସ ଧକ୍କାରେ ୨ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ

ବାରିପଦା: ଜାତୀୟ ରାଜପଥ ୧୮ ମଁଚାବିନ୍ଧା ନିକଟସ୍ଥ ମଙ୍ଗଳା ମନ୍ଦିର ନିକଟରେ ତାମିଲନାଡୁରୁ ବାରିପଦା ଅଭିମୁଖେ ଆସୁଥିବା ଏକ ବସ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଟିଏନ ୨୮ ଜେ ୩୦୦୩ ବସଟି ବାରିପଦା ଅଭିମୁଖେ ଆସୁଥିବା ବେଳେ ରଙ୍ଗ ରୁଟରେ ବେତନଟୀ ଅଭିମୁଖେ ଯାଉଥିବା ଏକ ମୋଟରସାଇକେଲ ସହିତ ବସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ବାଇକ ଆରୋହୀ ଦୁଇଜଣଙ୍କ ର ପରିଚୟ ଜଣାପଡିନାହିଁ। ଘଟଣାସ୍ଥଳରେ ପୁଲିସ ପହଁଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe