ଓଡ଼ିଶାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ

ଓଡ଼ିଶାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟରମାନେଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୩୨ ପ୍ରତିଶତ ମତଦାନ ହୋଇଛି ।

ଦେବଗଡ ଜିଲ୍ଲାରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୨୪ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଢେଙ୍କାନାଳରେ ୨୦.୯୨ ପ୍ରତିଶତ, କେଉଁଝରରେ ୨୦.୮୪ ପ୍ରତିଶତ, ଖୋର୍ଦ୍ଧାରେ ୨୧.୬୧ପ୍ରତିଶତ, ମୟୂରଭଞ୍ଜରେ ୨୧.୨୪ପ୍ରତିଶତ, ନୟାଗଡରେ ୧୯.୩୦ପ୍ରତିଶତ, ପୁରୀରେ ୨୧.୬୪ପ୍ରତିଶତ, ସମ୍ବଲପୁରରେ ୨୨.୪୯ପ୍ରତିଶତ ମତଦାନ ହୋଇଛି । ସେହିଭଳି ବିଧାନସଭାସ୍ତରରେ ପାଲଲହଡାରେ ସର୍ବାଧିକ ୩୬.୩୪ପ୍ରତିଶତ ମତଦାନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe